Today Panchang 2nd Nov 2022 : ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା ଓ ଶୁଭ କାର୍ଯ୍ୟ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ବୁଧବାର ଚନ୍ଦ୍ର – ମକର ଦିବା ୦୨/୧୬ ଗତେ କୁମ୍ଭ ତିଥି- ୯ମୀ ରାତ୍ରି ୦୯/୧୦ ଗତେ ୧୦ମୀ ଘାତ ଚନ୍ଦ୍ର- ସିଂହ ଦିବା ୦୨/୧୬ ଗତେ ମିଥୁନ ଓ ମୀନ ଘାତ ବାର – କର୍କଟ ପୁଷ୍କର ଦୋଷ - ନାସ୍ତି

ଶୁଭ ସମୟ:

ପ୍ରାତଃ ୦୫/୫୧ ରୁ ୦୮/୦୭

ଦିବା ୧୦/୨୨ ରୁ ୧୧/୩୦

ଦିବା ୦୧/୨୨ ରୁ ୦୩/୩୮

ସନ୍ଧ୍ୟା ୦୫/୫୯ ରୁ ୦୬/୫୦

ରାତ୍ରି ୦୮/୩୨ ରୁ ୦୨/୪୧

ରାତ୍ରି ୦୪/୧୬ ରୁ ୦୫/୫୨

ଅଶୁଭ ସମୟ:

ଋାହୁକାଳ - ଦିବା ୧୧/୩୦ ରୁ ୧୨/୫୪ କାଳବେଳା - ଦିବା ୦୮/୪୧ ରୁ ୧୦/୦୫

ବାରବେଳା – ଦିବା ୧୧/୩୦ ରୁ ୧୨/୫୪

କାଳରାତ୍ରି - ରାତ୍ରି 0୨/୪୧ ରୁ ୦୪/୧୬