Today Panchang 2nd June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ଶୁକ୍ରବାର । ଚନ୍ଦ୍ର – ତୁଳା ରାତ୍ରି ୧୨.୨୭ ଗତେ ବିଛା,ତିଥି – ୧୩ଶୀ ଦିବା ୧୨.୪୮ ଗତେ ୧୪ଶୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ବିଛା , ଧନୁ , ମୀନ,ପୁଷ୍କର ଦୋଷ – ପ୍ରାତଃ ୦୬.୫୨ ଗତେ ୧ ପାଦ- କୁଟୁମ୍ଭହାନି-ତିଳକାଞନ ଦାନ

ଶୁଭ ସମୟ:

ପ୍ରାତଃ ୦୬.୦୩ ରୁ ୦୬.୫୫

ଦିବା ୧୨.୧୦ ରୁ ୦୨.୪୮

ସନ୍ଧ୍ୟା ୦୬.୧୦ ରୁ ୦୮.୨୮

ରାତ୍ରି ୧୨.୪୯ ରୁ ୦୩.୦୦

ରାତ୍ରି ୦୩.୪୩ ରୁ ୦୫.୧୦

ଅଧିକ ପଢ଼ନ୍ତୁ: ଦୋକାନ ପାଇଁ ଘର ଠିକ କରିବା ପୂର୍ବରୁ କ’ଣ କରିବେ ଜାଣନ୍ତୁ

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୦୬ ରୁ ୧୧.୪୪

କାଳବେଳା – ଦିବା ୧୦.୦୬ ରୁ ୧୧.୪୪

ବାରବେଳା – ଦିବା ୦୮.୨୭ ରୁ ୧୦.୦୬

କାଳରାତ୍ରି – ରାତ୍ରି ୦୯.୦୧ ରୁ ୧୦.୨୩