Advertisment

Today Panchang 2nd Dec 2022: ଆଜି କେଉଁ ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରିବେ, ଜାଣନ୍ତୁ..

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୯ମୀ ପ୍ରାତଃ ୦୬/୧୫ ଗତେ ୧୦ମୀ, ଘାତ ଚନ୍ଦ୍ର- ଧନୁ ଅହୋରାତ୍ର, ଘାତ ବାର – ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ନାସ୍ତି

ଅଦ୍ୟତନ ହୋଇଛି
Today Panchang 2nd Dec 2022

Today Panchang

Advertisment

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୯ମୀ ପ୍ରାତଃ ୦୬/୧୫ ଗତେ ୧୦ମୀ, ଘାତ ଚନ୍ଦ୍ର- ଧନୁ ଅହୋରାତ୍ର, ଘାତ ବାର – ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ନାସ୍ତି

Advertisment

ଶୁଭ ସମୟ-

ପ୍ରାତଃ ୦୬/୦୯ ରୁ ୦୬/୫୨

ପ୍ରାତଃ ୦୭/୩୬ ରୁ ୦୮/୫୨

ଦିବା ୧୧/୫୭ ରୁ ୦୨/୫୧

ସନ୍ଧ୍ୟା ୦୫/୫୫ ରୁ ୦୮/୧୯

ରାତ୍ରି ୧୨/୦୨ ରୁ ୦୧/୪୭

ରାତ୍ରି ୦୨/୩୯ ରୁ ୦୪/୨୪

ଅଧିକ ପଢ଼ନ୍ତୁ: ଏହିସବୁ ଜିନିଷକୁ ଦେଖିବା ଉଚିତ୍ ନୁହେଁ, ଆଣିପରେ ଜୀବନରେ ଏଭଳି ବିପଦ

ଅଶୁଭ ସମୟ

ରାହୁକାଳ - ଦିବା ୧୦/୧୪ ରୁ ୧୧/୩୫

କାଳବେଳା - ଦିବା ୧୦/୧୪ ରୁ ୧୧/୩୫

ବାରବେଳା – ଦିବା ୦୮/୫୨ ରୁ ୧୦/୧୪

କାଳରାତ୍ରି – ରାତ୍ରି ୦୮/୧୯ ରୁ ୦୯/୫୭

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ