Today Panchang 2nd April 2023: ଆଜି କେଉଁ ମୁହୂର୍ତ୍ତ ଶୁଭ, ଜାଣନ୍ତୁ ଆଜିର ପଞ୍ଜାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ରବିବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୧୨ଶୀ ଅହୋରାତ୍ର,ଘାତ ଚନ୍ଦ୍ର – କର୍କଟ, ମକର ଅହୋରାତ୍ର,ଘାତ ବାର – ମେଷ,ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ।

ଶୁଭ ସମୟ:

ଅଧିକ ପଢ଼ନ୍ତୁ: ସୂର୍ଯ୍ୟ କିରଣ ଘରେ ନ ପଡ଼ିଲେ ହୋଇଥାଏ ଏହି ସମସ୍ୟା

ଅଶୁଭ ସମୟ: