Today Panchang 29th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୧୧.୫୩ ଗତେ ୨ ୟାଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର

Today Panchang

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୧୧.୫୩ ଗତେ ୨ ୟାଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ - କୃଷିହାନି – ଭୂମି ଦାନ ରାତ୍ରି ୧୧.୫୩ ଗତେ ୨ ପାଦ - କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ନିଶାନ୍ତ ୦୪.୪୧ ଗତେ କୃତ୍ତିକା ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ

ପ୍ରାତଃ – ୦୬.୩୫ ରୁ ୦୮.୫୧

ଦିବା – ୧୨.୫୫ ରୁ ୦୨.୫୪

ଦିବା – ୦୩.୩୯ ରୁ ୦୩.୪୫

ରାତ୍ରି – ୦୭.୪୨ ରୁ ୦୯.୨୩

ରାତ୍ରି – ୧୧.୫୫ ରୁ ୦୧.୦୫

ରାତ୍ରି – ୦୨.୪୦ ରୁ ୦୫.୫୦

ଅଶୁଭ ସମୟ

ରାହୁକାଳ – ଦିବା ୦୩.୪୫ ରୁ ୦୫.୧୦

କାଳବେଳା – ଦିବା ୧୧.୩୦ ରୁ ୧୨.୫୫

ବାରବେଳା – ଦିବା ୧୦.୦୫ ରୁ ୧୧.୩୦

କାଳରାତ୍ରି – ରାତ୍ରି ୧୦.୦୫ ରୁ ୦୨.୪୦