Today Panchang 29th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ।

Today Panchang

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୨ୟା ଦିବା ୦୧.୫୭ ଗତେ ୩ୟା । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୧.୫୭ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ- ୦୬.୦୭ ରୁ ୦୮.୧୮

ଦିବା- ୧୦.୨୯ ରୁ ୧୧.୩୪

ଦିବା- ୦୧.୨୩ ରୁ ୦୩.୩୪

ସନ୍ଧ୍ୟା- ୦୫.୫୪ ରୁ ୦୬.୪୭

ରାତ୍ରି- ୦୮.୩୧ ରୁ ୦୨.୫୧

ରାତ୍ରି- ୦୪.୨୯ ରୁ ୦୬.୦୭

ଅଶୁଭ ସମୟ

ରାହୁକାଳ - ଦିବା ୧୧.୩୪ ରୁ ୧୨.୫୬

କାଳବେଳା- ଦିବା ୦୮.୫୦ ରୁ ୧୦.୧୨

ବାରବେଳା- ଦିବା ୧୧.୩୪ ରୁ ୧୨.୫୬

କାଳରାତ୍ରି- ରାତ୍ରି ୦୨.୫୧ ରୁ ୦୪.୨୯