ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ସୋମବାର । ଚନ୍ଦ୍ର – ସିଂହ ଦିବା ୦୮.୫୪ ଗତେ କନ୍ୟା,ତିଥି – ୯ମୀ ଦିବା ୧୧.୪୯ ଗତେ ୧୦ମୀ,ଘାତ ଚନ୍ଦ୍ର – କର୍କଟ ଓ ମକର ଦିବା ୦୮.୫୪ ଗତେ ବୃଷ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ୧ ପାଦ-କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୪.୨୮ ପର୍ଯ୍ୟନ୍ତ
Advertisment
ଶୁଭ ସମୟ:
ଦିବା ୦୮.୪୦ ରୁ ୧୦.୨୫
ଦିବା ୦୯.୧୧ ରୁ ୧୦.୨୨
ଦିବା ୧୧.୪୪ ରୁ ୧୨.୦୫
ରାତ୍ରି ୦୧.୩୩ ରୁ ୦୩.୦୦
ରାତ୍ରି ୦୩.୪୩ ରୁ ୦୪.୨୭
ଅଧିକ ପଢ଼ନ୍ତୁ: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ
ଅଶୁଭ ସମୟ:
ଋାହୁକାଳ – ପ୍ରାତଃ ୦୬.୫୯ ରୁ ୦୮.୨୭
କାଳବେଳା – ପ୍ରାତଃ ୦୬.୫୯ ରୁ ୦୮.୨୭
ବାରବେଳା – ଦିବା ୦୩.୦୦ ରୁ ୦୪.୩୮
କାଳରାତ୍ରି – ରାତ୍ରି ୧୦.୨୨ ରୁ ୧୧.୪୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681787784.jpg)