Today Panchang 29th Jan 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ, ରବିବାର। ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବୃଷ ତିଥି – ୮ମୀ ଦିବା ୦୯.୦୫ ଗତେ ୯ମୀ ଘାତ ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବିଛା...

Today Panchang

ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ, ରବିବାର। ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବୃଷ ତିଥି – ୮ମୀ ଦିବା ୦୯.୦୫ ଗତେ ୯ମୀ ଘାତ ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବିଛା , ମେଷ ଘାତ ବାର- ସିଂହ , ଧନୁ ଓ କୁମ୍ଭ ଦିବା ୦୯.୦୫ ପୁଷ୍କର ଦୋଷ – ୧ ପାଦ-କୃଷିହାନି- ଭୂମିଦାନ ଦିବା ୦୮.୨୧ ଗତେ ୨ ପାଦ। 

ଶୁଭ ସମୟ...

ପ୍ରାତଃ ୦୬.୨୬ ରୁ ୧୦.୦୮
ଦିବା ୦୧.୨୩ ରୁ ୦୧.୫୦
ସନ୍ଧ୍ୟା ୦୬.୨୪ ରୁ ୦୮.୫୯

ରାତ୍ରି ୧୨.୨୫ ରୁ ୦୧.୩୬
ରାତ୍ରି ୦୩.୧୨ ରୁ ୦୩.୫୧

ଅଶୁଭ ସମୟ...

ଋାହୁକାଳ - ଦିବା ୦୪.୦୯ ରୁ ୦୫.୩୨
କାଳବେଳା – ଦିବା ୧୧.୫୯ ରୁ ୦୧.୨୩
ବାରବେଳା – ଦିବା ୧୦.୩୬ ରୁ ୧୧.୫୯
କାଳରାତ୍ରି – ସନ୍ଧ୍ୟା ୦୧.୩୬ ରୁ ୦୩.୧୨