• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୩ଶୀ ଦିବା ୦୨.୪୮ ଗତେ ୧୪ଶୀ । ଘାତ ଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତ ବାର- ମକର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ

ଦିବା- ୦୮.୪୦ରୁ ୧୦.୩୨

ଦିବା- ୦୧.୦୨ରୁ ୦୧.୨୧

ଦିବା- ୦୪.୨୭ରୁ ୦୫.୧୧

ସନ୍ଧ୍ୟା- ୦୬.୦୧ରୁ ୦୬.୪୭

ରାତ୍ରି- ୦୯.୦୬ରୁ ୧୧.୨୪

ରାତ୍ରି- ୦୧.୪୩ରୁ ୦୩.୧୫

ଅଧିକ ପଢ଼ନ୍ତୁ: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭ ସମୟ

ରାହୁକାଳ- ଦିବା ୦୨.୫୪ରୁ ୦୪.୨୭

କାଳ ବେଳା- ଦିବା ୦୧.୨୧ରୁ ୦୨.୫୪

ବାର ବେଳା- ପ୍ରାତଃ ୦୭.୦୭ରୁ ୦୮.୪୦

କାଳରାତ୍ରି- ସନ୍ଧ୍ୟା ୦୭.୨୭ରୁ ୦୮.୫୪

OTV is now on Whatsapp

Join and get latest news update delivered to you via whatsapp

Join Now