Today Panchang 28th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Today Panchang

ସୈାର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର ଚନ୍ଦ୍ର-  ମୀନ ପ୍ରାତଃ ୦୭.୩୧ ଗତେ ମେଷ ତିଥି – ପୂର୍ଣ୍ଣିମା ରାତ୍ରି ୦୧.୫୩ ଗତେ ପ୍ରତିପଦ ଘାତ ଚନ୍ଦ୍ର-  ଧନୁ ରାଶିର, ପ୍ରାତଃ ୦୭.୩୧ ଗତେ ମେଷ ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ ପାଦ - କୃଷିହାନି – ଭୂମି ଦାନ

ଶୁଭ ସମୟ... 

ପ୍ରାତଃ – ୦୭.୨୦ ରୁ ୦୮.୩୯

ଦିବା – ୧୧.୫୩ ରୁ ୧୨.୫୫
ଦିବା – ୦୨.୨୦ ରୁ ୦୨.୫୪
ଦିବା – ୦୩.୪୦ ରୁ ୦୩.୪୬
ରାତ୍ରି – ୦୨.୨୭ ରୁ ୦୩.୧୮ 

ଅଶୁଭ ସମୟ...

ରାହୁକାଳ – ଦିବା ୦୮.୩୯ ରୁ ୧୦.୦୫
କାଳବେଳା – ପ୍ରାତଃ ୦୫.୪୯ ରୁ ୦୭.୧୪ ଓ  ଦିବା ୦୩.୪୬ ରୁ ୦୫.୧୧
ବାରବେଳା –  ଦିବା ୧୨.୫୫ ରୁ ୦୨.୨୦
କାଳରାତ୍ରି – ସନ୍ଧ୍ୟା ୦୫.୧୧ ରୁ ୦୬.୪୬ ଓ  ରାତ୍ରି ୦୪.୧୫ ରୁ ୦୫.୪୯