Today Panchang 28th Jan 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି – ୭ମୀ ଦିବା ୦୮.୪୩ ଗତେ ୮ମୀ,ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ-କୃଷି- ପଶୁହାନି- ଭୂମି- ଅନ୍ନଦାନ ଦିବା ୦୮.୪୩ ଗତେ ୧ ପାଦ ।

ଶୁଭ ସମୟ:

ଦିବା ୧୦.୩୬ ରୁ ୦୧.୦୬

ରାତ୍ରି ୦୮.୦୭ ରୁ ୧୦.୪୨

ରାତ୍ରି ୧୨.୨୫ ରୁ ୦୨.୦୮

ରାତ୍ରି ୦୩.୦୦ ରୁ ୦୪.୪୩

ଅଶୁଭ ସମୟ:

ଋାହୁକାଳ - ଦିବା ୦୯.୧୩ ରୁ ୧୦.୩୬

କାଳବେଳା – ପ୍ରାତଃ ୦୬.୨୬ ରୁ ୦୭.୪୯ ଓ ଦିବା ୦୪.୦୯ ରୁ ୦୫.୩୨

ବାରବେଳା – ଦିବା ୦୧.୨୨ ରୁ ୦୨.୪୫

କାଳରାତ୍ରି – ସନ୍ଧ୍ୟା ୦୫.୩୨ ରୁ ୦୭.୦୯