Today Panchang 28th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର ।  ଚନ୍ଦ୍ର- କୁମ୍ଭ ନିଶାନ୍ତ ୦୫.୫୭ ଗତେ ମୀନ। ତିଥି- ଅମାବାସ୍ୟା ପ୍ରାତଃ ୦୬.୧୪ ଗତେ ପ୍ରତିପଦ ରାତ୍ରି ୦୩.୧୬ ଗତେ ୨ୟା। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ନିଶାନ୍ତ ୦୫.୫୭ ଗତେ ଧନୁ ରାଶିର।

Panchang

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର ।  ଚନ୍ଦ୍ର- କୁମ୍ଭ ନିଶାନ୍ତ ୦୫.୫୭ ଗତେ ମୀନ। ତିଥି- ଅମାବାସ୍ୟା ପ୍ରାତଃ ୦୬.୧୪ ଗତେ ପ୍ରତିପଦ ରାତ୍ରି ୦୩.୧୬ ଗତେ ୨ୟା। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ନିଶାନ୍ତ ୦୫.୫୭ ଗତେ ଧନୁ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ଦିବା ୦୧.୩୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୩.୧୬ ଗତେ ୨ୟା ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।

ଶୁଭ ସମୟ- 
ପ୍ରାତଃ- ୦୬.୧୦ ରୁ ୦୬.୫୭

ପ୍ରାତଃ- ୦୭.୪୩ ରୁ ୦୯.୦୫
ଦିବା- ୧୨.୨୨ ରୁ ୦୨.୪୧
ଦିବା- ୦୪.୧୪ ରୁ ୦୫.୪୭
ସନ୍ଧ୍ୟା- ୦୭.୨୬ ରୁ ୦୮.୫୩
ରାତ୍ରି- ୦୨.୦୨ ରୁ ୦୪.୩୧        
ଅଶୁଭ ସମୟ- 
ରାହୁକାଳ- ଦିବା ୧୦.୩୨ ରୁ ୧୧.୫୯
କାଳବେଳା- ଦିବା ୧୦.୩୨ ରୁ ୧୧.୫୯
ବାରବେଳା- ଦିବା ୦୯.୦୫ ରୁ ୧୦.୩୨
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୬