Today Panchang 28th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଚନ୍ଦ୍ର – ଧନୁ ଦିବା ୧୦.୩୮ ଗତେ ମକର ।

Today Panchang

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଚନ୍ଦ୍ର – ଧନୁ ଦିବା ୧୦.୩୮ ଗତେ ମକର । ତିଥି – ୧୨ଶୀ ସନ୍ଧ୍ୟା ୦୬.୨୩ ଗତେ ୧୩ଶୀ । ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଦିବା ୧୦.୩୮ ଗତେ ସିଂହ । ଘାତ ବାର – ମିଥୁନ । ପୁଷ୍କର ଦୋଷ – ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୨୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୨.୪୨ ।

ଶୁଭ ସମୟ

ପ୍ରାତଃ – ୦୫.୩୩ ରୁ ୦୭.୦୭

ଦିବା – ୧୦.୩୩ ରୁ ୦୧.୦୨

ଦିବା – ୦୪.୨୮ ରୁ ୦୫.୧୨

ସନ୍ଧ୍ୟା – ୦୬.୪୮ ରୁ ୦୯.୦୬

ରାତ୍ରି – ୧୨.୧୧ ରୁ ୦୧.୧୪

ରାତ୍ରି – ୧୧.୪୮ ରୁ ୦୨.୨୯

ଅଧିକ ପଢ଼ନ୍ତୁ: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭ ସମୟ

ରାହୁକାଳ - ପ୍ରାତଃ ୦୭.୦୭ ରୁ ୦୮.୪୦

କାଳ ବେଳା - ପ୍ରାତଃ ୦୭.୦୭ ରୁ ୦୮.୪୦

ବାର ବେଳା - ଦିବା ୦୨.୫୫ ରୁ ୦୪.୨୮

କାଳରାତ୍ରି – ରାତ୍ରି ୧୦.୨୧ ରୁ ୧୧.୪୮