/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୫ମୀ ସନ୍ଧ୍ୟା ୦୫.୫୭ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ନାସ୍ତି । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ-
ପ୍ରାତଃ – ୦୫.୩୩ ରୁ ୦୭.୧୩
ଦିବା – ୧୦.୩୩ ରୁ ୦୧.୦୨
ରାତ୍ରି – ୦୨.୨୯ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୨୧ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୮
ବାରବେଳା- ଦିବା ୦୪.୨୮ ରୁ ୦୬.୦୧
କାଳରାତ୍ରି- ରାତ୍ରି ୧୧.୪୭ ରୁ ୦୧.୧୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)