Today Panchang 27th Oct 2022 : ଗୁରୁବାରରେ କେଉଁ ଶୁଭ ମୂହୁର୍ତ୍ତରେ କରିବେ ପୂଜା, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଜାଙ୍ଗ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ

ଶୁଭ ସମୟ:

ପ୍ରାତଃ ୦୫/୪୯ ରୁ ୦୭/୨୦

ସନ୍ଧ୍ୟା ୦୭/୦୨ ରୁ ୦୯/୨୪

ରାତ୍ରି ୦୧/୦୫ ରୁ ୦୩/୧୮

ରାତ୍ରି ୦୪/୦୮ ରୁ ୦୫/୪୯

ଅଧିକ ପଢ଼ନ୍ତୁ: Daily Horoscope 27th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂରଯାତ୍ରା କରିପାରନ୍ତି

ଅଶୁଭ ସମୟ:

ଋାହୁକାଳ - ଦିବା ୧୨/୫୫ ରୁ ୦୨/୨୧

କାଳବେଳା - ଦିବା ୦୨/୧୦ ରୁ ୦୩/୪୬

ବାରବେଳା – ଦିବା ୦୩/୪୬ ରୁ ୦୫/୧୧

କାଳରାତ୍ରି – ରାତ୍ରି ୧୧/୩୦ ରୁ ୦୧/୦୫