Today Panchang 27th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୨.୪୬ ଗତେ ପ୍ରତିପଦ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର

Today Panchang

ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୨.୪୬ ଗତେ ପ୍ରତିପଦ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୧.୩୬ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ- ୦୬.୦୫ ରୁ ୦୭.୨୭

ଦିବା- ୦୯.୦୦ ରୁ ୧୧.୧୨

ରାତ୍ରି- ୦୭.୩୯ ରୁ ୦୯.୫୬

ରାତ୍ରି- ୦୨.୩୭ ରୁ ୦୩.୨୯

ଅଶୁଭ ସମୟ

ରାହୁକାଳ – ପ୍ରାତଃ ୦୭.୨୭ ରୁ ୦୮.୪୯

କାଳବେଳା- ପ୍ରାତଃ ୦୭.୨୭ ରୁ ୦୮.୪୯

ବାରବେଳା- ଦିବା ୦୨.୧୮ ରୁ ୦୩.୪୦

କାଳରାତ୍ରି- ରାତ୍ରି ୦୯.୫୬ ରୁ ୧୧.୩୪