Today Panchang 27th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଆଜିର ପଞ୍ଚାଙ୍ଗ . .

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର । ଚନ୍ଦ୍ର – ସିଂହ ଅହୋରାତ୍ର । ତିଥି – ୭ମୀ ପ୍ରାତଃ ୦୭.୪୩ ଗତେ ୮ମୀ,ଘାତ ଚନ୍ଦ୍ର – କର୍କଟ ଓ ମକର ଅହୋରାତ୍ର,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୪୩ ଗତେ ୧ ପାଦ ।

ଶୁଭ ସମୟ:

ଦିବା ୧୦.୦୫ ରୁ ୧୨.୧୦

ଦିବା ୦୨.୫୯ ରୁ ୦୩.୩୯

ରାତ୍ରି ୦୭.୩୮ ରୁ ୦୭.୪୩

ରାତ୍ରି ୧୧.୨୧ ରୁ ୦୧.୩୩

ଅଶୁଭ ସମୟ:

ଋାହୁକାଳ – ଦିବା ୦୮.୨୭ ରୁ ୧୦.୦୫

କାଳବେଳା – ପ୍ରାତଃ ୦୫.୧୧ ରୁ ୦୬.୪୯ ଓ ଦିବା ୦୪.୩୮ ରୁ ୦୬.୧୬

ବାରବେଳା – ଦିବା ୦୧.୨୧ ରୁ ୦୨.୫୯

କାଳରାତ୍ରି – ସନ୍ଧ୍ୟା ୦୬.୧୬ ରୁ ୦୭.୩୮ ଓ ରାତ୍ରି ୦୩.୪୯ ରୁ ୦୫.୧୧