ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଚନ୍ଦ୍ର- ସିଂହ ରାତ୍ରି ୧୨.୦୧ ଗତେ କନ୍ୟା । ତିଥି- ୪ର୍ଥୀ ରାତ୍ରି ୧୧.୨୪ ଗତେ ୫ମୀ । ଘାତଚନ୍ଦ୍ର - କର୍କଟ ଓ ମକର ରାଶିର , ରାତ୍ରି ୧୨.୦୧ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ – ସନ୍ଧ୍ୟା ୦୫.୩୫ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୨୪ ରୁ ୦୭.୦୧
Also Read
ଦିବା- ୦୪.୪୪ ରୁ ୦୫.୨୯
ସନ୍ଧ୍ୟା – ୦୭.୦୫ ରୁ ୦୯.୧୮
ରାତ୍ରି- ୧୧.୫୩ ରୁ ୦୨.୨୮
ଅଶୁଭ ସମୟ-
ରାହୁକାଳ- ଦିବା ୦୭.୦୧ ରୁ ୦୮.୩୮
କାଳବେଳା- ଦିବା ୦୭.୦୧ ରୁ ୦୮.୩୮
ବାରବେଳା- ଦିବା ୦୩.୦୭ ରୁ ୦୪.୪୪