କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି- ୧୪ ଶୀ ଦିବା ୦୮.୫୪ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ନାସ୍ତି ।
Also Read
ଶୁଭସମୟ:
ପ୍ରାତଃ- ୦୬.୧୧ ରୁ ୦୭.୪୪
ଦିବା- ୧୦.୪୯ ରୁ ୦୧.୦୯
ରାତ୍ରି- ୦୨.୫୨ ରୁ ୦୩.୪୨
ଅଶୁଭସମୟ:
ରାହୁକାଳ- ଦିବା ୦୧.୨୬ ରୁ ୦୨.୫୩
କାଳବେଳା- ଦିବା ୦୨.୫୩ ରୁ ୦୪.୨୦
ବାରବେଳା- ଦିବା ୦୪.୨୦ ରୁ ୦୫.୪୭
କାଳରାତ୍ରି- ରାତ୍ରି ୧୧.୫୯ ରୁ ୦୧.୩୨