Advertisment

Today Panchang 27th Feb 2023: କେଉଁ ମୂହୁର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 27th Feb 2023

Today Panchang

Advertisment

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୮ମୀ ରାତ୍ରି ୦୨.୨୧ ଗତେ ୯ମୀ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର- ମିଥୁନ,ପୁଷ୍କର ଦୋଷ – ନାସ୍ତି ।

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୧୧ ରୁ ୦୭.୩୮
  • ଦିବା ୧୦.୫୦ ରୁ ୦୧.୦୯
  • ଦିବା ୦୪.୨୦ ରୁ ୦୫.୦୦
  • ସନ୍ଧ୍ୟା ୦୬.୩୬ ରୁ ୦୯.୦୫
  • ରାତ୍ରି ୧୧.୫୯ ରୁ ୦୨.୫୨

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଅଶୁଭ ସମୟ:

  • ଋାହୁକାଳ – ପ୍ରାତଃ ୦୭.୩୮ ରୁ ୦୯.୦୫
  • କାଳବେଳା – ପ୍ରାତଃ ୦୭.୩୮ ରୁ ୦୯.୦୫
  • ବାରବେଳା – ଦିବା ୦୨.୫୩ ରୁ ୦୪.୨୦
  • କାଳରାତ୍ରି – ରାତ୍ରି ୧୦.୨୬ ରୁ ୧୧.୫୯
Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ