ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ।ଚନ୍ଦ୍ର – କର୍କଟ ଅହୋରାତ୍ର ,ତିଥି – ୭ମୀ ଦିବା ୦୧.୩୯ ଗତେ ୮ମୀ,ଘାତ ଚନ୍ଦ୍ର – ନାସ୍ତି ,ଘାତ ବାର – ତୁଳା, କୁମ୍ଭ ,ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶହାନି ଓ ଅନ୍ନ - ତିଳକାଞନ ଦାନ ପ୍ରାତଃ ୦୬.୫୯ ଗତେ ୧ ପାଦ ।
Advertisment
ଶୁଭ ସମୟ:
- ପ୍ରାତଃ ୦୫.୨୪ ରୁ ୦୭.୦୫
- ଦିବା ୧୦.୨୮ ରୁ ୦୧.୦୦
- ରାତ୍ରି ୦୨.୨୨ ରୁ ୦୩.୦୭
ଅଧିକ ପଢ଼ନ୍ତୁ | ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ
ଅଶୁଭ ସମୟ:
- ଋାହୁକାଳ – ଦିବା ୦୧.୧୯ ରୁ ୦୨.୫୪
- କାଳବେଳା – ଦିବା ୦୨.୫୪ ରୁ ୦୪.୨୯
- ବାରବେଳା – ଦିବା ୦୪.୨୯ ରୁ ୦୬.୦୪
- କାଳରାତ୍ରି – ରାତ୍ରି ୧୧.୪୪ ରୁ ୦୧.୦୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682563786.jpg)