Today Panchang
ସୈାର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର ଚନ୍ଦ୍ର- ମେଷ ରାତ୍ରି ୦୭.୫୬ ଗତେ ବୃଷ ତିଥି- ୧୪ଶୀ ଦିବା ୦୩.୫୩ ଗତେ ପୂର୍ଣ୍ଣିମା ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୭.୫୬ ଗତେ ବିଛା ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୦୫ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଛନ ଦାନ
ଶୁଭ ସମୟ...
ପ୍ରାତଃ- ୦୬.୪୯ ରୁ ୦୯.୦୦
ଦିବା- ୧୨.୫୫ ରୁ ୦୨.୫୦
ଦିବା- ୦୩.୩୪ ରୁ ୦୩.୪୦
ରାତ୍ରି- ୦୭.୩୮ ରୁ ୦୯.୨୩
ରାତ୍ରି- ୧୨.୦୦ ରୁ ୦୧.୧୧
ରାତ୍ରି- ୦୨.୪୯ ରୁ ୦୬.୦୫
ଅଶୁଭ ସମୟ...
ରାହୁକାଳ – ଦିବା ୦୩.୪୦ ରୁ ୦୫.୦୨
କାଳବେଳା- ଦିବା ୧୧.୩୩ ରୁ ୧୨.୫୫
ବାରବେଳା- ଦିବା ୧୦.୧୧ ରୁ ୧୧.୩୩
କାଳରାତ୍ରି- ରାତ୍ରି ୦୧.୧୧ ରୁ ୦୨.୪୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700977174.jpg)