Today Panchang 26th March 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହଶାନ୍ତି ପୂଜା କରନ୍ତୁ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର ।ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୫ମୀ ଦିବା ୦୪.୩୩ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର- ମେଷ,ପୁଷ୍କର ଦୋଷ – ୨ ପାଦ - କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ଦିବା ୦୨.୦୧ ଗତେ ୧ପାଦ ।

ଶୁଭ ସମୟ:

ପ୍ରାତଃ ୦୫.୪୯ ରୁ ୦୯.୫୧

ଦିବା ୦୧.୨୩ ରୁ ୦୧.୫୩

ସନ୍ଧ୍ୟା ୦୬.୪୩ ରୁ ୦୯.୦୫

ରାତ୍ରି ୧୨.୧୫ ରୁ ୦୧.୨୧

ରାତ୍ରି ୦୨.୫୦ ରୁ ୦୩.୨୬

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୨୪ ରୁ ୦୫.୫୫

କାଳବେଳା – ଦିବା ୧୧.୫୨ ରୁ ୦୧.୫୩

ବାରବେଳା – ଦିବା ୧୦.୨୧ ରୁ ୧୧.୫୨

କାଳରାତ୍ରି – ରାତ୍ରି ୦୧.୨୧ ରୁ ୦୨.୫୦