Advertisment

Today Panchang 26th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର- କର୍କଟ ଦିବା ୦୩.୫୨ ଗତେ ସିଂହ । ତିଥି- ୨ୟା ରାତ୍ରି ୧୦.୪୨ ଗତେ ୩ୟା । ଘାତଚନ୍ଦ୍ର- ଦିବା ୦୩.୫୨ ଗତେ କର୍କଟ ଓ ମକର ରାଶିର । ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୦.୪୨ ଗତେ ୧ପାଦ-କୃଷିହାନି-ଭୂମିଦାନ ।

author-image
Deepak Acharya
undefined

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର- କର୍କଟ ଦିବା ୦୩.୫୨ ଗତେ ସିଂହ । ତିଥି- ୨ୟା ରାତ୍ରି ୧୦.୪୨ ଗତେ ୩ୟା । ଘାତଚନ୍ଦ୍ର- ଦିବା ୦୩.୫୨ ଗତେ କର୍କଟ ଓ ମକର ରାଶିର । ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୦.୪୨ ଗତେ ୧ପାଦ-କୃଷିହାନି-ଭୂମିଦାନ ।

Advertisment

ଶୁଭ ସମୟ-

ଦିବା- ୧୦.୧୫ ରୁ ୦୧.୧୦

ରାତ୍ରି- ୦୮.୩୪ ରୁ ୧୦.୪୭

ରାତ୍ରି- ୧୨.୧୫ ରୁ ୦୧.୪୩

ରାତ୍ରି- ୦୨.୨୭ ରୁ ୦୩.୫୬

ଅଶୁଭ ସମୟ-

ରାହୁକାଳ- ଦିବା ୦୮.୩୮ ରୁ ୧୦.୧୫

କାଳବେଳା- ପ୍ରାତଃ ୦୫.୨୪ ରୁ ୦୭.୦୧ ଓ ଦିବା ୦୪.୪୪ ରୁ ୦୬.୨୨

ବାରବେଳା- ଦିବା ୦୧.୩୦ ରୁ ୦୩.୦୭

କାଳରାତ୍ରି- ସନ୍ଧ୍ୟା ୦୬.୨୨ ରୁ ୦୭.୪୪ ଓ ରାତ୍ରି ୦୪.୦୧ ରୁ ୦୫.୨୪

Astrological Prediction Astrology Panchang
Advertisment
Advertisment