Today Panchang
ସୌର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ, ରବିବାର, ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବୃଷ, ତିଥି – ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବିଛା, ଘାତ ବାର- ମେଷ, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି- ଭୂମି, ଅନ୍ନ ଓ ତିଳକାଞନ ଦାନ ରାତ୍ରି ୧୨.୫୯ ଗତେ ୨ ପାଦ
ଶୁଭ ସମୟ...
ପ୍ରାତଃ ୦୬.୧୨ ରୁ ୧୦.୦୩
ଦିବା ୦୧.୨୬ ରୁ ୦୧.୫୫
ସନ୍ଧ୍ୟା ୦୬.୩୬ ରୁ ୦୯.୦୫
ରାତ୍ରି ୧୨.୨୪ ରୁ ୦୧.୩୨
ରାତ୍ରି ୦୩.୦୫ ରୁ ୦୩.୪୨
ଅଶୁଭ ସମୟ...
ଋାହୁକାଳ – ଦିବା ୦୪.୨୦ ରୁ ୦୫.୪୬
କାଳବେଳା – ଦିବା ୧୧.୫୯ ରୁ ୦୧.୨୬
ବାରବେଳା – ଦିବା ୧୦.୩୨ ରୁ ୧୧.୫୯
କାଳରାତ୍ରି – ରାତ୍ରି ୦୧.୩୨ ରୁ ୦୩.୦୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1677386060.jpg)