Advertisment

Today Panchang 26th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୩ୟା ଦିବା ୦୧.୫୫ ଗତେ ୪ର୍ଥୀ । ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।

author-image
Deepak Acharya
undefined

Panchang

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୩ୟା ଦିବା ୦୧.୫୫ ଗତେ ୪ର୍ଥୀ । ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।

Advertisment

ଶୁଭ ସମୟ-

ଦିବା-୦୮.୪୦ ରୁ ୧୦.୩୩
ଦିବା - ୦୧.୦୩ ରୁ ୦୧.୨୨
ଦିବା – ୦୪.୨୯ ରୁ ୦୫.୧୩
ସନ୍ଧ୍ୟା- ୦୬.୦୩ ରୁ ୦୬.୪୯
ରାତ୍ରି – ୦୯.୦୭ ରୁ ୧୧.୨୫
ରାତ୍ରି – ୦୧.୪୩ ରୁ ୦୩.୧୫

ଅଶୁଭ ସମୟ-

ରାହୁକାଳ- ଦିବା ୦୨.୫୫ ରୁ ୦୪.୨୯
କାଳବେଳା- ଦିବା ୦୧.୨୨ ରୁ ୦୨.୫୫
ବାରବେଳା- ପ୍ରାତଃ ୦୭.୦୭ ରୁ ୦୮.୪୦
କାଳରାତ୍ରି- ସନ୍ଧ୍ୟା ୦୭.୨୯ ରୁ ୦୮.୫୫

Advertisment
Astrological Prediction Astrology Panchang
Advertisment
Advertisment