ଅଦ୍ୟତନ ହୋଇଛି
Panchang
Advertisment
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର – ମିଥୁନ ରାତ୍ରି ୧୨.୧୮ ଗତେ କର୍କଟ,ତିଥି –୬ଷ୍ଠୀ ଦିବା ୧୧.୨୮ ଗତେ ୭ମୀ,ଘାତ ଚନ୍ଦ୍ର – କନ୍ୟା ରାତ୍ରି ୧୨.୧୮ ପର୍ଯ୍ୟନ୍ତ,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୧.୨୮ ଗତେ ୨ ପାଦ ।
Advertisment
ଶୁଭ ସମୟ:
- ପ୍ରାତଃ ୦୫.୨୪ ଓ ୦୭.୦୬
- ଦିବା ୧୦.୦୯ ରୁ ୧୧.୧୯
- ଦିବା ୦୧.୫୧ ରୁ ୦୫.୧୩
- ସନ୍ଧ୍ୟା ୦୬.୪୯ ରୁ ୧୦.୩୬
- ରାତ୍ରି ୦୧.୩୭ ରୁ ୦୨.୩୪
- ରାତ୍ରି ୦୩.୫୯ ରୁ ୦୫.୨୪
ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା
Advertisment
ଅଶୁଭ ସମୟ:
- ଋାହୁକାଳ – ଦିବା ୧୧.୪୪ ରୁ ୦୧.୧୯
- କାଳବେଳା – ଦିବା ୦୮.୩୪ ରୁ ୧୦.୦୯
- ବାରବେଳା – ଦିବା ୧୧.୪୪ ରୁ ୦୧.୧୯
- କାଳରାତ୍ରି – ରାତ୍ରି ୦୨.୩୪ ରୁ ୦୩.୫୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1682480623.jpg)