Today Panchang 25th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତଚନ୍ଦ୍ର-  ମେଷ ରାଶିର ଅହୋରାତ୍ର । ଘାତବାର-  ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Today Panchang

ସୌର ବିଛା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ  ଶନିବାର ।

ଚନ୍ଦ୍ର-  ମେଷ ଅହୋରାତ୍ର 
ତିଥି-  ୧୩ଶୀ  ସନ୍ଧ୍ୟା  ୦୫.୨୨ ଗତେ ୧୪ଶୀ 

ଘାତଚନ୍ଦ୍ର-  ମେଷ ରାଶିର ଅହୋରାତ୍ର
ଘାତବାର-  ବୃଷ, ସିଂହ ଓ କନ୍ୟା ରାଶିର 

ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ  

ଶୁଭ ସମୟ

ପ୍ରାତଃ- ୦୭.୩୨ ରୁ ୦୮.୪୯
ଦିବା- ୧୧.୫୫ ରୁ ୧୨.୫୫
ଦିବା- ୦୨.୧୭ ରୁ ୦୨.୫୦
ଦିବା- ୦୩.୩୪ ରୁ ୦୩.୪୦
ରାତ୍ରି- ୦୨.୩୬ ରୁ ୦୩.୨୮

ଅଶୁଭ ସମୟ

ରାହୁକାଳ-ଦିବା ୦୮.୪୯ ରୁ ୧୦.୧୧
କାଳବେଳା- ପ୍ରାତଃ ୦୬.୦୪ ରୁ ୦୭.୨୬ ଓ ଦିବା ୦୩.୪୦ ରୁ ୦୫.୦୨

ବାରବେଳା- ଦିବା  ୧୨.୫୫ ରୁ ୦୨.୧୭
କାଳରାତ୍ରି- ସନ୍ଧ୍ୟା ୦୫.୦୨ ରୁ ୦୬.୪୦ ଓ ରାତ୍ରି ୦୪.୨୭ ରୁ ୦୬.୦୫