Today Panchang 25th May 2023: ଜାଣନ୍ତୁ ଆଜିର ଋାହୁକାଳ, ଏହି ସମୟରେ ରୁହନ୍ତୁ ସତର୍କ...

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ଅହୋରାତ୍ର,ତିଥି – ୬ଷ୍ଠୀ ଅହୋରାତ୍ର ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା , କୁମ୍ଭ,ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ:

ପ୍ରାତଃ ୦୫.୧୨ ରୁ ୦୬.୦୪

ଦିବା ୦୯.୩୩ ରୁ ୧୧.୧୭

ଦିବା ୦୬.୫୯ ରୁ ୦୯.୧୦

ରାତ୍ରି ୦୩.୪୪ ରୁ ୦୫.୧୧

ଅଧିକ ପଢ଼ନ୍ତୁ: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ

ଅଶୁଭ ସମୟ:

ଋାହୁକାଳ – ଦିବା ୦୧.୨୧ ରୁ ୦୨.୫୯

କାଳବେଳା – ଦିବା ୦୨.୫୯ ରୁ ୦୪.୩୭

ବାରବେଳା – ଦିବା ୦୪.୩୭ ରୁ ୦୬.୧୫

କାଳରାତ୍ରି – ରାତ୍ରି ୧୧.୪୩ ରୁ ୦୧.୦୫