Today Panchang
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର ।ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବୃଷ,ତିଥି – ୩ୟା ଦିବା ୦୪.୨୩ ଗତେ ୫ମୀ,ଘାତ ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବିଛା,ଘାତ ବାର- ବୃଷ, ସିଂହ ଓ କନ୍ୟା,.ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୧.୧୯ ଗତେ ୨ ପାଦ ।
ଶୁଭ ସମୟ:
ଦିବା ୧୦.୨୨ ରୁ ୦୧.୦୫
ରାତ୍ରି ୦୮.୧୮ ରୁ ୧୦.୪୧
ରାତ୍ରି ୧୨.୧୬ ରୁ ୦୧.୫୧
ରାତ୍ରି ୦୨.୩୯ ରୁ ୦୪.୧୪
ଅଶୁଭ ସମୟ:
ଋାହୁକାଳ – ଦିବା ୦୮.୫୧ ରୁ ୧୦.୨୨
କାଳବେଳା – ପ୍ରାତଃ ୦୫.୫୦ ରୁ ୦୭.୨୧ ଓ ଦିବା ୦୪.୨୪ ରୁ ୦୫.୫୫
ବାରବେଳା – ଦିବା ୦୧.୨୩ ରୁ ୦୨.୫୪
କାଳରାତ୍ରି – ସନ୍ଧ୍ୟା ୦୫.୫୫ ରୁ ୦୭.୨୪ ଓ ରାତ୍ରି ୦୪.୨୦ ରୁ ୦୪.୪୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679713618.jpg)