Today Panchang 25th Dec 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର  – ମକର ଅହୋରାତ୍ର ,ତିଥି- ୨ୟା ଦିବା ୦୮. ୨୪ ଗତେ ୩ ୟା ,ଘାତ ଚନ୍ଦ୍ର-  ସିଂହ ଅହୋରାତ୍ର ,ଘାତ ବାର – ମେଷ ,ପୁଷ୍କର ଦୋଷ – ୩ ପାଦ- ପଶୁ - ବଂଶହାନି- ଭୁମି, ଅନ୍ନ ଓ ତିଳକାଞନ ଦାନ ଦିବା ୦୮. ୨୪ ଗତେ ୨ ୟା ।

ଶୁଭ ସମୟ:

ପ୍ରାତଃ ୦୭ /୦୫ ରୁ  ୦୯ /୧୫

 ଦିବା ୦୧ /୦୭ ରୁ  ୦୩/୦୮

ରାତ୍ରି  ୦୭ /୪୯ ରୁ ୦୯ /୦୪

ରାତ୍ରି ୦୮/୩୦ ରୁ ୦୨/୩୪

ରାତ୍ରି ୦୩ /୦୪ ରୁ ୦୬/୨୨ 

ଅଶୁଭ ସମୟ:

ଋାହୁକାଳ - ଦିବା ୦୩/୪୯ ରୁ ୦୫/୧୦

କାଳବେଳା - ଦିବା ୧୧/୪୬ ରୁ ୦୧ /୦୭ 

ବାରବେଳା – ଦିବା ୧୦/୨୫ ରୁ ୧୧/୪୬ 

କାଳରାତ୍ରି – ରାତ୍ରି ୦୧ /୨୫ ରୁ ୦୩/୦୪