Panchang
କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର । ଚନ୍ଦ୍ର- ଧନୁ ରାତ୍ରି ୧୨.୫୪ ଗତେ ମକର। ତିଥି- ୧୧ଶୀ ଦିବା ୦୧.୪୫ ଗତେ ୧୨ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୨.୫୪ ଗତେ ସିଂହ ରାଶିର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ଦିବା ୦୧.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ସନ୍ଧ୍ୟା ୦୬.୫୮ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ- ୦୬.୧୩ ରୁ ୦୭.୪୦
ଦିବା- ୧୦.୫୦ ରୁ ୦୧.୦୯
ଦିବା- ୦୪.୧୯ ରୁ ୦୫.୦୦
ସନ୍ଧ୍ୟା- ୦୬.୩୬ ରୁ ୦୯.୦୫
ରାତ୍ରି- ୧୧.୫୯ ରୁ ୦୨.୫୩
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୪୦ ରୁ ୦୯.୦୬
କାଳବେଳା- ପ୍ରାତଃ ୦୭.୪୦ ରୁ ୦୯.୦୬
ବାରବେଳା- ଦିବା ୦୨.୫୩ ରୁ ୦୪.୧୯
କାଳରାତ୍ରି- ରାତ୍ରି ୧୦.୨୬ ରୁ ୧୧.୫୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1739678011.jpg)