Today Panchang 24th Dec 2022: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର,ଚନ୍ଦ୍ର – ଧନୁ ରାତ୍ରି ୦୩.୩୦ ଗତେ ମକର,ତିଥି- ପ୍ରତିପଦ ଦିବା ୧୨.୦୬ ଗତେ ୨ୟା,ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାତ୍ରି ୦୩.୩୦ ଗତେ ସିଂହ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ପାଦ - କୃଷିିହାନି- ଭୂମିଦାନ ଦିବା ୧୨.୦୬ ଗତେ ୨ପାଦ ।

ଶୁଭ ସମୟ:

ପ୍ରାତଃ ୦୭.୪୮ ରୁ ୦୯.୦୩

ଦିବା ୧୨.୦୭ ରୁ ୦୧.୦୭

ଦିବା ୦୨.୨୮ ରୁ ୦୩.୦୦

ଦିବା ୦୩.୪୩ ରୁ ୦୩.୩୯

ରାତ୍ରି ୦୨.୫୧ ରୁ ୦୩.୪୩

ଅଶୁଭ ସମୟ:

ଋାହୁକାଳ - ଦିବା ୦୯.୦୩ ରୁ ୧୦.୨୫

କାଳବେଳା - ପ୍ରାତଃ ୦୬.୨୧ ରୁ ୦୭.୪୨ ଓ ଦିବା ୦୩.୪୯ ରୁ ୦୫.୧୦

ବାରବେଳା – ଦିବା ୦୧.୦୭ ରୁ ୦୨.୨୮

କାଳରାତ୍ରି – ସନ୍ଧ୍ୟା ୦୫.୧୦ ରୁ ୦୬.୪୯