Today Panchang 24th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଦ ) ଶୁକ୍ଲ ପକ୍ଷ। ଇଂରାଜୀରେ ୨୪ ତାରିଖ, ଗୁରୁବାର। ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

Today Panchang

ସୌର ସିଂହମାସ ଶ୍ରାବଣ (ଶୁଦ୍ଦ ) ଶୁକ୍ଲ ପକ୍ଷ। ଇଂରାଜୀରେ ୨୪ ତାରିଖ, ଗୁରୁବାର।  ଚନ୍ଦ୍ର – ବିଛା ଅହୋରାତ୍ର ତିଥି -  ୮ମୀ ରାତ୍ରି ୦୩.୧୦ ଗତେ ୯ମୀ ଘାତ ଚନ୍ଦ୍ର – ନାସ୍ତି ଘାତବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳ କାଞନ ଦାନ ଦିବା ୦୯.୦୨

ଶୁଭ ସମୟ

ପ୍ରାତଃ – ୦୫.୩୨ ରୁ ୦୭.୧୩

ଦିବା – ୧୦.୩୩ ରୁ ୦୧.୦୪
ରାତ୍ରି – ୦୨.୨୯ ରୁ ୦୩.୧୫

ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ

ଅଶୁଭ ସମୟ    

ଋାହୁକାଳ – ଦିବା ୦୧.୨୩ ରୁ ୦୨.୫୭
କାଳବେଳା - ଦିବା ୦୨.୫୭ ରୁ ୦୪.୩୧
ବାରବେଳା – ଦିବା ୦୪.୩୧ ରୁ ୦୬.୦୫
କାଳରାତ୍ରି - ରାତ୍ରି ୧୧.୪୯ ରୁ ୦୧.୧୫