Advertisment

Today Panchang 23th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଅକ୍ଷୟ ତୃତୀୟାରେ କରନ୍ତୁ ପୂଜା

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Panchang Today 6th July 2023

Today Panchang

Advertisment

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର ।ଚନ୍ଦ୍ର – ବୃଷ ଅହୋରାତ୍ର ,ତିଥି – ୩ୟା ପ୍ରାତଃ ୦୭.୪୭ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର – ମେଷ,ପୁଷ୍କର ଦୋଷ – ୧ପାଦ କୃଷିହାନି-ଭୂମିଦାନ

Advertisment

ଶୁଭ ସମୟ:

  • ପ୍ରାତଃ ୦୫.୨୭ ରୁ ୦୯.୩୯
  • ଦିବା ୦୧.୧୯ ରୁ ୦୧.୫୧
  • ସନ୍ଧ୍ୟା ୦୬.୪୮ ରୁ ୦୯.୦୫
  • ରାତ୍ରି ୧୨.୦୭ ରୁ ୦୧.୧୦
  • ରାତ୍ରି ୦୨.୩୫ ରୁ ୦୩.୦୯

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

Advertisment

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୪.୨୮ ରୁ ୦୬.୦୩
  • କାଳବେଳା – ଦିବା ୧୧.୪୫ ରୁ ୦୧.୧୯
  • ବାରବେଳା – ଦିବା ୧୦.୧୦ ରୁ ୧୧.୪୫
  • କାଳରାତ୍ରି – ରାତ୍ରି ୦୧.୧୦ ରୁ ୦୨.୩୫
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ