Today Panchang 23rd September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ, ଶନିବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Today Panchang

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ, ଶନିବାର ଚନ୍ଦ୍ର –ଧନୁ ଅହୋରାତ୍ର ତିଥି- ୮ମୀ  ଦିବା ୧୨.୧୮ ଗତେ ୯ମୀ  ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମି ଦାନ 

ଶୁଭ ସମୟ...

ପ୍ରାତଃ-୦୭.୧୫ ରୁ ୦୮.୩୯

ଦିବା- ୧୨.୦୩ ରୁ ୦୧.୦୯
ଦିବା -୦୨.୩୯ ରୁ ୦୩.୧୫
ଦିବା – ୦୪.୦୩ ରୁ ୦୪.୦୯
ରାତ୍ରି- ୦୨.୨୭ ରୁ ୦୩.୧୫

ଅଶୁଭ ସମୟ...

ରାହୁକାଳ - ଦିବା ୦୮.୩୯ ରୁ ୧୦.୦୯
କାଳ ବେଳା – ପ୍ରାତଃ ୦୫.୩୯ ରୁ ୦୭.୦୯ ଓ ଦିବା ୦୪.୦୯ ରୁ ୦୫.୩୯
ବାର ବେଳା –ଦିବା ୦୧.୦୯ ରୁ ୦୨.୩୯
କାଳରାତ୍ରି –ସନ୍ଧ୍ୟା ୦୫.୩୯ ରୁ ୦୭.୦୯ ଓ ରାତ୍ରି ୦୪.୦୯ ରୁ ୦୫.୩୯