ଅଦ୍ୟତନ ହୋଇଛି
Today Panchang
Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ରାତ୍ରି ୦୩.୪୫ ଗତେ ମେଷ,ତିଥି – ୪ର୍ଥୀ ରାତ୍ରି ୦୧.୩୩ ଗତେ ୫ମୀ ,ଘାତ ଚନ୍ଦ୍ର – ଧନୁ ରାତ୍ରି ୦୩.୪୫ ଗତେ ମେଷ,ଘାତ ବାର- ତୁଳା , କୁମ୍ଭ, ପୁଷ୍କର ଦୋଷ – ନାସ୍ତି
Advertisment
ଶୁଭ ସମୟ:
- ପ୍ରାତଃ ୦୬.୧୪ ରୁ ୦୭.୪୬
- ଦିବା ୧୦.୫୧ ରୁ ୦୧.୦୯
- ରାତ୍ରି ୦୨.୫୪ ରୁ ୦୩.୪୪
ଅଧିକ ପଢ଼ନ୍ତୁ: ରାତିରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, କଣ କହେ ବାସ୍ତୁ,ଜାଣିବା ଏହାର ନିୟମ
ଅଶୁଭ ସମୟ:
- ଋାହୁକାଳ – ଦିବା ୦୧.୨୬ ରୁ ୦୨.୫୨
- କାଳବେଳା – ଦିବା ୦୨.୫୨ ରୁ ୦୪.୧୯
- ବାରବେଳା – ଦିବା ୦୪.୧୯ ରୁ ୦୫.୪୫
- କାଳରାତ୍ରି – ରାତ୍ରି ୧୧.୫୯ ରୁ ୦୩.୪୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677125858.jpg)