Advertisment

Today Panchang 23 August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୩ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି – ଅମାବାସ୍ୟା ଦିବା ୧୧.୩୬ ଗତେ ପ୍ରତିପଦ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ

undefined

Panchanga

ଶୁଭ ସମୟ-

ଦିବା – ୧୦.୧୫ ରୁ ୦୧.୦୪

ରାତ୍ରି – ୦୮.୨୩ ରୁ ୧୦.୪୦

ରାତ୍ରି – ୧୨.୧୨ ରୁ ୦୧.୪୩

ରାତ୍ରି – ୦୨.୨୯ ରୁ ୦୪.୦୧

ଅଶୁଭ ସମୟ -

ରାହୁକାଳ - ଦିବା ୦୮.୪୦ ରୁ ୧୦.୧୫

କାଳବେଳା – ପ୍ରାତଃ ୦୫.୩୨ ରୁ ୦୭.୦୬ ଓ ଦିବା ୦୪.୩୧ ରୁ ୦୬.୦୫

ବାରବେଳା- ଦିବା ୦୧.୨୩ ରୁ ୦୨.୫୭

କାଳରାତ୍ରି- ସନ୍ଧ୍ୟା ୦୬.୦୫ ରୁ ୦୭.୩୧ ଓ ରାତ୍ରି ୦୪.୦୭ ରୁ ୦୫.୩୨

Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ