Today Panchang,
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ, ଶୁକ୍ରବାର। ଚନ୍ଦ୍ର – ବିଛା ଦିବା ୦୩.୩୩ ଗତେ ଧନୁ ତିଥି- ୭ମୀ ଦିବା ୦୧.୩୫ ଗତେ ୮ମୀ ଘାତ ଚନ୍ଦ୍ର - ଦିବା ୦୩.୩୩ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୦୧.୩୫ ପର୍ଯ୍ୟନ୍ତ...
ଶୁଭ ସମୟ
ପ୍ରାତଃ- ୦୫.୩୮ ରୁ ୦୬.୨୭
ପ୍ରାତଃ-୦୭.୧୫ ରୁ ୦୮.୩୯
ଦିବା- ୧୨.୦୩ ରୁ ୦୩.୧୫
ଦିବା -୦୪.୦୩ ରୁ ୦୫.୩୯
ସନ୍ଧ୍ୟା- ୦୬.୨୭ ରୁ ୦୮.୩୯
ରାତ୍ରି –୧୨.୦୩ ରୁ ୦୧.୩୯
ରାତ୍ରି- ୦୨.୨୭ ରୁ ୦୪.୦୩
ଅଶୁଭ ସମୟ
ରାହୁକାଳ - ଦିବା ୧୦.୦୯ ରୁ ୧୧.୩୯
କାଳ ବେଳା – ଦିବା ୧୦.୦୯ ରୁ ୧୧.୩୯
ବାର ବେଳା –ଦିବା ୦୮.୩୯ ରୁ ୧୦.୦୯
କାଳରାତ୍ରି –ରାତ୍ରି ୦୮.୩୯ ରୁ ୧୦.୦୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695359594.jpg)