Today Panchang 22nd Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଭୂମି ପୂଜନ କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର ଚନ୍ଦ୍ର – ତୁଳା ଅହୋରାତ୍ର ତିଥି- ୧୩ଶୀ ଦିବା ୦୮/୪୯ ଗତେ ୧୪ଶୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୧୧/୧୦ ଗତେ ୨ପାଦ 

ଶୁଭ ସମୟ:

ପ୍ରାତଃ ୦୬/୦୨ ରୁ ୦୬/୪୬

ଦିବା ୦୮/୪୭ ରୁ ୧୧/୧୦

ସନ୍ଧ୍ୟା ୦୫/୦୨ ରୁ ୦୬/୪୦

ରାତ୍ରି ୦୯/୨୨ ରୁ ୧୧/୫୮

ରାତ୍ରି ୦୧/୪୩ ରୁ ୦୩/୨୭

ରାତ୍ରି ୦୪/୧୯ ରୁ ୦୬/୦୩

ଅଧିକ ପଢ଼ନ୍ତୁ: ଘରେ ଦର୍ପଣ ଲଗାଉଥିଲେ ଏହି ୧୧ଟି କଥାକୁ ମାନନ୍ତୁ

ଅଶୁଭ ସମୟ:

ଋାହୁକାଳ - ଦିବା ୦୨/୧୭ ରୁ ୦୩/୩୯

କାଳବେଳା - ଦିବା ୧୨/୫୫ ରୁ ୦୨/୧୭

ବାରବେଳା – ପ୍ରାତଃ ୦୭/୨୫ ରୁ ୦୮/୪୭

କାଳରାତ୍ରି - ସନ୍ଧ୍ୟା ୦୬/୪୦ ରୁ ୦୮/୧୭