/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)
Panchang
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀରେ ୨୨ତାରିଖ ମଙ୍ଗଳବାର। ଚନ୍ଦ୍ର- ବୃଷ ଦିବା ୦୮.୧୫ ଗତେ ମିଥୁନ। ତିଥି- ୧୨ଶୀ ପ୍ରାତଃ ୦୭.୦୫ ଗତେ ୧୩ ଶୀ ନିଶାନ୍ତ ୦୪.୪୮ ଗତେ ୧୪ଶୀ। ଘାତଚନ୍ଦ୍ର- ବିଛା ରାଶିର, ଦିବା ୦୮.୧୫ ଗତେ କନ୍ୟା ରାଶିର। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୦୫ ଗତେ ୧ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ-
ଦିବା- ୦୮.୩୭ ରୁ ୧୦.୩୪
ଦିବା- ୦୧.୧୧ ରୁ ୦୧.୩୦
ସନ୍ଧ୍ୟା- ୦୬.୨୩ ରୁ ୦୭.୦୭
ରାତ୍ରି- ୦୯.୧୯ ରୁ ୧୧.୩୧
ରାତ୍ରି- ୦୧.୪୩ ରୁ ୦୩.୧୧
ଅଶୁଭ ସମୟ
ରାହୁକାଳ- ଦିବା ୦୩.୦୮ ରୁ ୦୪.୪୫
କାଳବେଳା- ଦିବା ୦୧.୩୦ ରୁ ୦୩.୦୮
ବାରବେଳା- ପ୍ରାତଃ ୦୭.୦୦ ରୁ ୦୮.୩୭
କାଳରାତ୍ରି- ରାତ୍ରି ୦୭.୪୫ ରୁ ୦୯.୦୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)