ଅଦ୍ୟତନ ହୋଇଛି
Today Panchang
Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର ।ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୩ୟା ରାତ୍ରି ୦୩.୨୪ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର- କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ପ୍ରାତଃ ୦୬.୩୮ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୧୫ ରୁ ୦୭.୪୭
- ଦିବା ୧୦.୩୪ ରୁ ୧୧.୩୭
- ଦିବା ୧୦.୫୫ ରୁ ୦୪.୫୯
- ସନ୍ଧ୍ୟା ୦୬.୩୫ ରୁ ୧୦.୪୫
- ରାତ୍ରି ୦୨.୦୪ ରୁ ୦୩.୦୭
ଅଧିକ ପଢ଼ନ୍ତୁ: ଭାଗ୍ୟ ବଦଳାଇଦେବ ରୋଷେଇ ଘରର ସାମଗ୍ରୀ,ଜାଣନ୍ତୁ କିପରି
ଅଶୁଭ ସମୟ:
- ଋାହୁକାଳ – ଦିବା ୧୨.୦୦ ରୁ ୦୧.୨୬
- କାଳବେଳା – ଦିବା ୦୯.୦୭ ରୁ ୧୦.୩୪
- ବାରବେଳା – ଦିବା ୧୨.୦୦ ରୁ ୦୧.୨୬
- କାଳରାତ୍ରି – ରାତ୍ରି ୦୩.୦୭ ରୁ ୦୪.୪୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676971566.jpg)