Advertisment

Today Panchang 22 August 2023: ଜାଣନ୍ତୁ ଆପଣଙ୍କ ଶୁଭ ଅଶୁଭ ସମୟ

ସୌର ସିଂହମାସ ଶ୍ରାବଣ( ଶୁଦ୍ଧ) ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଜାଣନ୍ତୁ ଆଜି କେଉଁ ରାଶିର ରହିଛି ଘାତ ବାର...

ଅଦ୍ୟତନ ହୋଇଛି
Today Panchang 22 August 2023

Today Panchang

Advertisment

ସୌର ସିଂହମାସ ଶ୍ରାବଣ( ଶୁଦ୍ଧ) ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୬ ଷ୍ଠୀ ରାତ୍ରି ୦୩.୦୬ ଗତେ ୭ମୀ । ଘାତ ଚନ୍ଦ୍ର- ନାସ୍ତି । ଘାତବାର- ମକର । ପୁଷ୍କର ଦୋଷ- ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୩.୦୬ ଗତେ ୨ ପାଦ- କୃଷି ଓ ପଶୁହାନୀ-ଭୂମି ଓ ଅନ୍ନଦାନ ।

Advertisment

ଶୁଭ ସମୟ

ଦିବା ୦୮.୪୦ରୁ ୧୦.୩୪

ଦିବା- ୦୧.୦୫ରୁ ୦୧.୨୩

ଦିବା- ୦୪.୩୨ରୁ ୦୫.୧୬

ସନ୍ଧ୍ୟା- ୦୬.୦୬ରୁ ୦୬.୫୨

ରାତ୍ରି- ୦୯.୦୯ରୁ ୧୧.୨୬

ରାତ୍ରି- ୦୧.୪୩ରୁ ୦୩.୧୫

ଅଧିକ ପଢ଼ନ୍ତୁ: ନୂଆ ଭୂମି କ୍ରୟ ବା ଗୃହ ପ୍ରବେଶ କରୁଥିଲେ ଏହା ଶୁଭ ନା ଅଶୁଭ କିପରି ଜାଣିବେ

ଅଶୁଭ ସମୟ

ଋାହୁକାଳ- ଦିବା ୦୨.୫୮ରୁ ୦୪.୩୨

କାଳବେଳା- ଦିବା ୦୧.୨୩ରୁ ୦୨.୫୮

ବାରବେଳା- ପ୍ରାତଃ ୦୭.୦୬ରୁ ୦୮.୪୦

କାଳରାତ୍ରି- ରାତ୍ରି ୦୭.୩୨ରୁ ୦୮.୫୮

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଉତ୍ତର-ପୂର୍ବ କୋଣକୁ ଅଛି କି…ଜାଣନ୍ତୁ ବାସ୍ତୁଦୋଷ ଓ ପ୍ରତିକାର

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ