ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ, ଗୁରୁବାର। ଚନ୍ଦ୍ର – ବିଛା ଅହୋରାତ୍ର ତିଥି- ୬ଷ୍ଠୀ ଦିବା ୦୨.୧୪ ଗତେ ୭ମୀ ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ –ଦିବା ୦୨.୧୪ ଗତେ ୧-ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ
ଶୁଭ ସମୟ
ପ୍ରାତଃ- ୦୫.୩୮ ରୁ ୦୭.୧୫
ରାତ୍ରି –୦୧.୦୯ ରୁ ୦୩.୧୫
ରାତ୍ରି- ୦୪.୦୩ ରୁ ୦୫.୩୮
ଅଧିକ ପଢ଼ନ୍ତୁ: ଘରେ ଏହିସବୁ ସମସ୍ୟା ଥିଲେ ଉଚ୍ଚ ରକ୍ତଚାପ ରୋଗ ହୋଇଥାଏ; ଜାଣନ୍ତୁ ପ୍ରତିକାର
ଅଶୁଭ ସମୟ
ରାହୁକାଳ - ଦିବା ୦୧.୧୦ ରୁ ୦୨.୪୦
କାଳ ବେଳା – ଦିବା ୦୨.୪୦ ରୁ ୦୪.୧୦
ବାର ବେଳା –ଦିବା ୦୪.୧୦ ରୁ ୦୫.୪୦
କାଳରାତ୍ରି –ରାତ୍ରି ୧୧.୩୯ ରୁ ୦୧.୦୯