Today Panchang
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଶନିବାର, ଚନ୍ଦ୍ର- ଧନୁ ରାତ୍ରି ୦୧. ୩୭ ଗତେ ମକର ତିଥି – ୭ମୀ ରାତି ୦୯.୫୩ ଗତେ ୮ମୀ ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୧.୩୭ ଗତେ ସିଂହ ରାଶିର ଘାତ ବାର – ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନ ଦାନ ରାତ୍ରି ୦୭.୫୩ ଗତେ ୩ ପାଦ କୃଷି, ପଶୁ ଓ ବଂଶ ହାନି ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୫୩ ଗତେ ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ
ଶୁଭ ସମୟ...
ପ୍ରାତଃ – ୦୭.୧୮ ରୁ ୦୮.୩୯
ଦିବା – ୧୧.୫୪ ରୁ ୧୨.୫୭
ଦିବା-୦୨.୨୩ ରୁ ୦୨.୫୭
ଦିବା- ୦୩.୫୩ ରୁ ୦୩.୪୯
ରାତ୍ରି - ୦୨.୨୬ ରୁ ୦୩.୧୬
ଅଶୁଭ ସମୟ...
ଋାହୁକାଳ – ଦିବା ୦୮.୩୯ ରୁ ୧୦.୦୫
କାଳବେଳା – ପ୍ରାତଃ ୦୫.୪୬ ରୁ ୦୭.୧୨ ଓ ଦିବା ୦୩.୪୯ ରୁ ୦୫.୧୫
ବାରବେଳା – ଦିବା ୧୨.୫୭ ରୁ ୦୨.୨୩
କାଳ ରାତ୍ରି – ସନ୍ଧ୍ୟା ୦୫.୧୫ ରୁ ୦୬.୪୯ ଓ ରାତ୍ରି ୦୪.୧୩ ରୁ ୦୫.୫୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697863921.jpg)