Advertisment

Today Panchang 21st Oct 2022 : ଆଜିର ପଞ୍ଚାଙ୍ଗରୁ ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ ଓ ଅଶୁଭ ହେବ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 21st Oct 2022

panchabga

Advertisment

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଅହୋରତ୍ର ତିଥ ô- ୧୧ଶୀ ସନ୍ଧ୍ୟା ୦୫/୨୩ ଗତେ ୧୨ଶୀ ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର ଘାତ ବାର – ବିଛା,ଧନୁ, ମୀନ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୨୩ ଗତେ ୧ ପାଦ-ପଶୁ ସମ୍ପଦ ନାଶ- ଅନ୍ନଦାନ

Advertisment

ଶୁଭ ସମୟ:

  • ପ୍ରାତଃ ୦୫/୪୬ ରୁ ୦୬/୩୨
  • ପ୍ରାତଃ ୦୭/୧୮ ରୁ ୦୮/୩୯
  • ଦିବା ୧୧/୫୪ ରୁ ୦୨/୫୭
  • ସନ୍ଧ୍ୟା ୦୬/୦୫ ରୁ ୦୮/୨୩
  • ରାତ୍ରି ୧୧/୫୬ ରୁ ୦୧/୩୬
  • ରାତ୍ରି ୦୨/୨୬ ରୁ ୦୪/୦୭

ଅଧିକ ପଢ଼ନ୍ତୁ: Daily Horoscope 21st Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

Advertisment

ଅଶୁଭ ସମୟ:

  • ଋାହୁକାଳ – ଦିବା ୧୦/୦୫ ରୁ ୧୧/୩୧
  • କାଳବେଳା - ଦିବା ୧୦/୦୫ ରୁ ୧୧/୩୧
  • ବାରବେଳା – ଦିବା ୦୮/୩୯ ରୁ ୧୦/୦୫
  • କାଳରାତ୍ରି – ରାତ୍ରି ୦୮/୨୩ ରୁ ୦୯/୫୭
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ