Today Panchang 21st Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର ଚନ୍ଦ୍ର – କନ୍ୟା ଦିବା ୧୨/୨୮ ଗତେ ତୁଳା ତିଥି- ୧୨ଶୀ ଦିବା ୧୦/୦୭ ଗତେ ୧୩ଶୀ ଘାତ ଚନ୍ଦ୍ର- ବୃଷ ଦିବା ୧୨/୨୮ ନିଶାନ୍ତ ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୧୦/୦୭ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ ୦୬/୦୨ ରୁ ୦୭/୨୪

ଦିବା ୦୮/୫୮ ରୁ ୧୧/୧୦

ରାତ୍ରି ୦୭/୩୮ ରୁ ୦୯/୫୫

ରାତ୍ରି ୦୨/୩୪ ରୁ ୦୩/୨୬

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରକୁ ଆସିପାରେ ବିପଦ...ମାନନ୍ତୁ ଏହି ବାସ୍ତୁ ନିୟମ...

ଅଶୁଭ ସମୟ:

ଋାହୁକାଳ - ପ୍ରାତଃ ୦୭/୨୪ ରୁ ୦୮/୪୭

କାଳବେଳା - ପ୍ରାତଃ ୦୭/୨୪ ରୁ ୦୮/୪୭

ବାରବେଳା –ଦିବା ୦୨/୦୭ ରୁ ୦୩/୩୯

କାଳରାତ୍ରି - ରାତ୍ରି ୦୯/୫୫ ରୁ ୧୧/୩୨