Today Panchang 21st May 2023: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରକୁ ଆଣନ୍ତୁ ନୂତନ ଯାନବାହନ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର । ଚନ୍ଦ୍ର – ବୃଷ ରାତ୍ରି ୦୯.୪୭ ଗତେ ମିଥୁନ ,ତିଥି – ୨ୟା ରାତ୍ରି ୧୦.୦୯ ଗତେ ୩ୟା । ଘାତ ଚନ୍ଦ୍ର – ବିଛା ରାତ୍ରି ୦୯.୪୭ ଗତେ କନ୍ୟା,ଘାତ ବାର – ମେଷ,ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି - ଅନ୍ନଦାନ ରାତ୍ରି ୧୦.୦୯ ଗତେ ୧ ପାଦ ।

ଶୁଭ ସମୟ:

ପ୍ରାତଃ ୦୬.୫୭ ରୁ ୦୯.୩୩

ଦିବା ୦୧.୨୦ ରୁ ୦୨.୫୪

ଦିବା ୦୪.୨୯ ରୁ ୦୪.୩୬

ରାତ୍ରି ୦୬.୧୩ ରୁ ୦୭.୪୧

ରାତ୍ରି ୧୦.୩୭ ରୁ ୧୨.୪୯

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୩୬ ରୁ ୦୬.୧୩

କାଳବେଳା – ଦିବା ୧୧.୪୩ ରୁ ୦୧.୨୦

ବାରବେଳା – ଦିବା ୧୦.୦୫ ରୁ ୧୧.୪୩

କାଳରାତ୍ରି – ରାତ୍ରି ୦୧. ୦୫ ରୁ ୦୨.୨୭