Today Panchang 21st March 2023: ଜାଣନ୍ତୁ, ଆଜିର କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ଦିବା ୧୧.୫୮ ଗତେ ମୀନ ତିଥି – ଅମାବାସ୍ୟା ରାତ୍ରି ୧୦.୫୩ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ମିଥୁନ , ମୀନ ଦିବା ୧୧.୫୮ ଗତେ ଧନୁ,ଘାତ ବାର- ମକର,ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୫.୨୫ ଗତେ ୧ ପାଦ ।

ଶୁଭ ସମୟ:

ଦିବା ୦୮.୫୪ ରୁ ୧୦.୪୨

ଦିବା ୦୧.୦୬ ରୁ ୦୧.୨୪

ଦିବା ୦୪.୨୪ ରୁ ୦୫.୦୬

ସନ୍ଧ୍ୟା ୦୫.୫୪ ରୁ ୦୬.୪୨

ରାତ୍ରି ୦୧.୫୩ ରୁ ୦୩.୨୯

ଅଧିକ ପଢ଼ନ୍ତୁ: ଘରର ମୁଖ୍ୟଦ୍ୱାର ଭୁଲ୍ ସ୍ଥାନରେ ଥିଲେ ହୋଇଥାଏ ଏମିତି କ୍ଷତି...

ଅଶୁଭ ସମୟ:

ଋାହୁକାଳ – ଦିବା ୦୨.୫୪ ରୁ ୦୪.୨୪

କାଳବେଳା – ଦିବା ୦୧.୨୪ ରୁ ୦୨.୫୪

ବାରବେଳା – ପ୍ରାତଃ ୦୭.୨୪ ରୁ ୦୮.୫୪

କାଳରାତ୍ରି – ସନ୍ଧ୍ୟା ୦୭.୨୪ ରୁ ୦୮.୫୩