Advertisment

Today Panchang 21st July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୯.୩୯ ଗତେ ୧୨ଶୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର – ମିଥୁନ ରାଶିର । ପୁଷ୍କର ଦୋଷ– ଦିବା ୦୯.୩୯ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ

author-image
Deepak Acharya
undefined

Panchang

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୯.୩୯ ଗତେ ୧୨ଶୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର – ମିଥୁନ ରାଶିର । ପୁଷ୍କର ଦୋଷ– ଦିବା ୦୯.୩୯ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ

Advertisment

ଶୁଭ ସମୟ –

ପ୍ରାତଃ – ୦୫.୨୨ ରୁ ୦୬.୫୯

ଦିବା – ୧୦.୩୪ ରୁ ୦୧.୧୧

ଦିବା- ୦୪.୪୬ ରୁ ୦୫.୩୧

ସନ୍ଧ୍ୟା – ୦୭.୦୭ ରୁ ୦୯.୧୯

ରାତ୍ରି – ୧୧.୫୩ ରୁ ୦୨.୨୬

ଅଶୁଭ ସମୟ -

ରାହୁକାଳ - ପ୍ରାତଃ ୦୬.୫୯ ରୁ ୦୮.୩୭

କାଳବେଳା – ପ୍ରାତଃ ୦୬.୫୯ ରୁ ୦୮.୩୭

ବାରବେଳା- ଦିବା ୦୩.୦୮ ରୁ ୦୪.୪୬

କାଳରାତ୍ରି- ରାତ୍ରି ୧୦.୩୦ ରୁ ୧୧.୫୩

Astrological Prediction Astrology Panchang
Advertisment
Advertisment